ଆସନ୍ତା ୮ରେ ଲଘୁଚାପ ବର୍ଷା ସମ୍ଭାବନା
5/06/2018 at 10:06 AM

୯ରୁ ୧୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ରାଜ୍ୟରେ ଆସନ୍ତା ୮ରୁ ଲଘୁଚାପ ବର୍ଷା ସମ୍ଭାବନା
ଆସନ୍ତା ୯ରୁ ୧୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା
ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳକୁ ସତର୍କ
ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ
Related Posts
ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା
6 July 2022
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022