suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘୃର୍ଣ୍ଣିଝଡକୁ ପୁରିଲା 40 ବର୍ଷ ; ମୃତକଙ୍କ ସ୍ମୁତୀ ଉଦେଷ୍ୟରେ ଗାଁରେ ଶୋକ ସଭା

16/04/2018 at 10:12 AM

ଘୃର୍ଣ୍ଣିଝଡ କୁ ପୂରିଛି 40 ବର୍ଷ । ମୃତକ ଙ୍କ ସ୍ମୁତୀ ଉଦେଷ୍ୟରେ ଗାଁ ଲୋକେ ଏକାଠି ହୋଇ ସ୍ମୁତୀ ସ୍ଥମ୍ବ ନିକଟରେ ମୃତକଙ୍କୁ ଜଣାଇଛ’ି ଶ୍ରଦ୍ଧାଳି । ଆଧ୍ୟାତ୍ମିତ ସଂଗଠକୁ ନେଇ ଆୟୋଜିତ ହୋଇଛି ସ୍ମୁତି ସଭା। ଆଜି ଗାଁର ସ୍କୁଲ ଛାତ୍ର ଛାତ୍ରି ଙ୍କ ଠାରୁ ଆରମ୍ଭକରି ଆବାଳ ବୃଦ୍ଧ ବନିତା ସଭିଏଁ ଏକାଠି ହୋଇଛ’ି ଗୋଯିଏ ଜାଗାରେ । ସମୟ ଗଡି ଯାଇଛି , ହଲେ ହଲେ ଘୃର୍ଣ୍ଣିଝଡର ସେ ତାଣ୍ଡବ କୁ ଆଜିମଧ୍ୟ ପାଷୋରି ପାରିନାହଁ’ି ହକେ ।

1978 ମସିହା ଏପ୍ରିଲ୍ 16 ତାରିଖ ଘସିପୁରା ବ୍ଲକ ଗଡବାନ୍ଧୋଗଡା ଗାଁ ଠାରେ ସନ୍ଧ୍ୟା ସମୟରେ ଆସିଥତ୍ବା ଘୁର୍ଣ୍ଣିଝଡର ସେ ତାଣ୍ଡବ ଦୃଷ୍ୟକୁ ମନେପଡିଲେ ଆଜିମଧ୍ୟ ଲୋମ ଟାଙ୍କୁରି ଉଠେ । କୌଣସି ପୂର୍ବ।ଭାସ ନଥାଇ , ହଠାତ୍ ଆସିଥତ୍ଲା ଝଡ । ଆଉ ନିମିଶକ ମଧ୍ୟରେ ଛାରଖାର କରି ଚାଲି ଯାଇଥତ୍ଲା । ଝଡ ତାଣ୍ଡବ ଥମିବାପରେ ଗାଁର ନକ୍ସା ବଦଳି ଯାଇଥତ୍ଲା । ପୋଖରୀକୁ ପାଣି, ପଙ୍କ ଓ ମାଛ ସବୁ ପଦାକୁ ବାହାରି ଆସିଥତ୍ଲେ ତ କେଉଠି ସଗଡ ଯାଇ ଗଛରେ ଝୁଲୁଥତ୍ଲା । ଏଥତ୍ରେ ମୋଟ ଗାଁ 183 ଜଣ ମୃତ୍ୟୁ ବରଣ କରିଥତ୍ବା ବଳେ ଆହତ ଙ୍କ ସଂଖ୍ୟା ଶହେରୁ ଅଧତ୍କ ଥତ୍ଲା । ପରିବାର ଉଜାଡି ଚାଲିଯାଇଥତ୍ଲା ଝଡ । କେଉ ପରିବାରରେ ପୁଅ ବାପକୁ ହରାଇଥତ୍ଲା ତ ଆଉ କେଉ ପରିବାରେ କେବଳ ମା- ପୁଅ ବଞ୍ଚି ରହିଥତ୍ବା ବଳେ ଘରର ଅନ୍ୟ ସଦଷ୍ୟ ମାନେ ମୃତ୍ୟୁ ବରଣ କରିଥତ୍ଲେ ।

Leave a Reply

   Related Posts