ତାତିରୁ ମିଳିଲା ଆଶ୍ବସ୍ତି,ବର୍ଷାରେ ଭିଜିଲା ଭଦ୍ରକ ସହର

Published By : Prameya-News7 Bureau | May 26, 2024 IST

ଭଦ୍ରକ ୨୬/୫: ବାତ୍ୟା ରେମାଲ ପ୍ରଭାବରେ ଉପକୂଳ ଓଡ଼ିଶାରେ ଦିନତମାମ ଲାଗିରହିଛି ବର୍ଷା । ଭଦ୍ରକ ଜିଲ୍ଲାରେ ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା ପବନ । ତାତିରୁ ତ୍ରାହି ମିଳିଥିବାରୁ ଆଶ୍ବସ୍ତ ହୋଇଛନ୍ତି ଜନସାଧାରଣ । ବର୍ଷା ଯୋଗୁ ଅତି ଦରକାର ନହେଲେ ଲୋକେ ଘରୁ ବାହାରୁ ନାହାନ୍ତି । ଦୋକାନ ବଜାର ବନ୍ଦ ଥିବାରୁ ରାସ୍ତାଘାଟ ଶୁନଶାନ ଲାଗୁଛି । କାଁ ଭାଁ କେତୋଟି ଦୋକାନ ଖୋଲା ଥିବା ଦେଖିବାକୁ ମିଳିଛି ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.