ଭୁବନେଶ୍ବର ୭।୧୧: ବାତ୍ୟା ‘ଦାନା’ରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଛି । ଆଜିଠାରୁ ୭ ଦିନ ଭିତରେ ଲୋକଙ୍କୁ ଟଙ୍କା ବଣ୍ଟାଯିବ ଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହା ସେମାନଙ୍କ ପାଇବାର ହକ୍ ଅଛି । ଏହାସହ ଯେଉଁ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କ ଆକଳନ ବିଡ଼ିଓ କିମ୍ବା ତହସିଲଦାର ମାନେ କରିନାହାନ୍ତି ତାହା ତୁରନ୍ତ କରି ପଛରେ ଦେଲେ ସରକାର ସେ ରାଶି ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଦେବାକୁ ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।
କ୍ୟାବିନେଟ୍ ଅନୁମୋଦନ ପରେ ବିଲ୍ ପ୍ରସ୍ତୁତ, ବଜେଟ୍...