ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଜନ ସଚେତନତା ପାଇଁ ସାଇକେଲ ଯୋଗେ ଦୁଇ ଛାତ୍ରୀଙ୍କ ଭାରତ ଭ୍ରମଣ

3/11/2019 at 5:34 PM

ଟାଙ୍ଗୀ ୩।୧୧: ଜନ ସଚେତନତା ପାଇଁ ଭାରତ ଭ୍ରମଣ । ତାହା ପୁଣି ସାଇକେଲ ଯୋଗେ । ଏଭଳି  ଭ୍ରମଣରେ ଆସିଛନ୍ତି ଦୁଇ ଜଣ କଲେଜ ପଢୁଆ ଛାତ୍ରୀ । ଏହି ଛାତ୍ରୀ ଦୁଇଜଣ ବିହାରର ଆସ୍ଥା ଠାକୁନ ଏବଂ ତାଙ୍କ ସାଙ୍ଗ । ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ପରୋପକାରୀ, ଲୋପ-ପାଇଯାଉଥିବା ବନ୍ୟପ୍ରାଣୀଙ୍କ ପୁନରୁଦ୍ଧାର, ଗାନ୍ଧିଜୀଙ୍କ ନୀତି ଆଦର୍ଶ, ଗ୍ଲୋବାଲ ୱାର୍ମିଂ ପାଇଁ ଜନ ସଚେତନତା ସୃଷ୍ଟି କରିବା ଏମାନଙ୍କର ମୂଖ୍ୟ ଉଦ୍ଦେଶ୍ୟ ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିସାରିଲେଣି । ବିଭିନ୍ନ ଛକ, ବସଷ୍ଟାଣ୍ଡମାନଙ୍କରେ ଏମାନେ ଅଟକି ଲୋକମାନଙ୍କୁ ବିଭିନ୍ନ କଥା ବୁଝାଇ ଜନ ସଚେତନତା ସୃଷ୍ଟି କରୁଛନ୍ତି । ବିହାର ରାଜ୍ୟର ଆସ୍ଥା ଠାକୁନ ଏବଂ ତାଙ୍କ ସାଙ୍ଗଙ୍କର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   Related Posts