Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନ୍ୟୁଡ୍‌ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ଲୁଟ୍‌, ସାଇବର ଥାନାରେ ଅଭିଯୋଗ

5/10/2022 at 3:05 PM

ଭୁବନେଶ୍ୱର, ୦୫/୧୦: ନ୍ୟୁଡ୍‌ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି । ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍‌କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍‌ ଭିଡିଓକଲକୁ ଭାଇରାଲ କରିବା ସହ ବର୍ଦ୍ଦି ପିନ୍ଧି ପୋଲିସ୍‌ର ପରିଚୟ ଦେଇ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ୩ଟି କିସ୍ତିରେ ଲୁଟେରା ୭୦ ହଜାର ଟଙ୍କା ଲୁଟିନେଇଛି ।

   Related Posts