oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ସାଇବର ଇତିହାସରେ ସବୁଠୁ ବଡ଼ ଠକେଇ, ପୂର୍ବତନ ସେନା ଅଧିକାରୀଙ୍କଠୁ ଠକିନେଲେ କୋଟିଏ ଟଙ୍କା

5/01/2022 at 9:22 AM

ଭୁବନେଶ୍ୱର ୦୫।୦୧: ପୁଣି ମାତିଲେ ସାଇବର ଠକ । ଶିକାର ହେଲେ ବରିଷ୍ଠ ନାଗରିକ । ସାଇବର ଠକେଇ ଇତିହାସରେ ସବୁଠି ବଡ଼ ଠକେଇ ।  କୋଟିଏ ଟଙ୍କା ଠକିନେଲେ ସାଇବର ଠକ ।

ଖବର ଅନୁଯାୟୀ,  ଜଣେ ପୂର୍ବତନ ସେନା ଅଧିକାରୀଙ୍କଠୁ କୋଟିଏ ଟଙ୍କା ଠକି ନେଇଛନ୍ତି ସାଇବର ଠକ । RBI ଅଧିକାରୀ ପରିଚୟ ଦେଇ ଇନସ୍ୟୁରାନ୍ସ ପାଇଁ ଲୋଭନୀୟ ଅଫର ଦେଇ ଅନଲାଇନ୍ ରେ ଟଙ୍କା ଠକି ନେଇଥିବା ଜଣାପଡିଛି। ୨୦୧୫ରୁ ସାଇବର ଠକ ପୂର୍ବତନ ସେନା ଅଧିକାରୀଙ୍କୁ ଠକି ଚାଲିଥିଲେ । ସାଇବର ଠକ ଦେଇଥିବା ଲିଙ୍କ୍ ଜରିଆରେ ସେ ଟଙ୍କା ଜମା କରିଚାଲିଥିଲେ । ପୂର୍ବତନ ସେନା ଅଧିକାରୀ ଜଣଙ୍କ ଠକେଇ ନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସାଇବର ଇତିହାସରେ ଓଡିଶାର ଏହା ସବୁଠାରୁ ବଡ ଠକେଇର ଅଭିଯୋଗ ଆସିଛି ।

   Related Posts