scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

25/10/2022 at 5:36 PM

ଭୁବନେଶ୍ୱର ୨୫/୧୦: ପାର୍ବଣ ଋତୁରେ ଭୁବନେଶ୍ୱରରେ ମାତିଲେ ସାଇବର ଲୁଟେରା। ମାତ୍ର ୨୫ ଦିନରେ ସେମାନେ ୫୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଚଳିତ ମାସ ୧ ରୁ ୨୫ ତାରିଖ ମଧ୍ଯରେ ସାଇବର ଅପରାଧ କରି ଠକମାନେ ଏହି ଅର୍ଥ ଲୁଟିଛନ୍ତି। ୟୁପିଆଇ ଟ୍ରାଞ୍ଜେକସନ୍‌ ମାଧ୍ୟମରେ ସବୁଠାରୁ ଅଧିକ ସାଇବର ଲୁଟ ହୋଇଥିବା କୁହାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୟୋନୋ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ, କ୍ରେଡିଟ୍ ଓ ଡେବିଟ କାର୍ଡ ଅପଡେଟ ନାଁରେ ସାଇବର ଲୁଟେରାମାନେ ଲୋକଙ୍କଠାରୁ ୫୦ ଲକ୍ଷ ଟଙ୍କା ସ୍ମାର୍ଟ ତରିକାରେ ନେଇଯାଇଛନ୍ତି।

   Related Posts