suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସକୁ ସ୍ୱତନ୍ତ୍ର ତାଲିମ

29/05/2018 at 11:20 AM

ସାଇବର ଅପରାଧ ରୋକିବାକୁ ତାଲିମ । କମିଶନରେଟ ପୋଲିସକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ପୋଲିସ କମିଶନର ୱାଇ.ବି ଖୁରାନିଆଙ୍କ ନେତୃତ୍ବରେ ଏହି ତାଲିମ କାର୍ଯ୍ୟକ୍ରମ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଚାଲିଛି । ଏଥିରେ ବିଭିନ୍ନ ଥାନାର ଆଇଆଇସି, ଡିଏସ୍ପି ଓ ତଦନ୍ତକାରୀ ଅଧିକାରୀ ସାମିଲ ଅଛନ୍ତି । ନାବାଳକ ନାବାଳିକାମାନେ ସାଇବର ଅପରାଧରୁ କିଭଳି ନିଜକୁ ଦୂରେଇ ରଖିବେ ସେଥିପାଇଁ ଥାନାରେ ଅଧିକାରୀମାନେ ଉଦ୍ୟମ କରିବେ ।

Leave a Reply

   Related Posts