ସମସ୍ୟା ଘେରରେ କଟକର ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟ, ୧୫ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଶିକ୍ଷକ
18/08/2018 at 9:08 PM

ସମସ୍ୟା ଘେରରେ କଟକର ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟ । ନାଁ ଅଛି ଶ୍ରେଣୀ ଗୃହ ନାଁ ଅଛନ୍ତି ସ୍ଥାୟୀ ଶିକ୍ଷକ । ଫଳରେ ବର୍ଷ ବର୍ଷ ଧରି ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଅଭିଯେ।ଗ କଲେ ଶୁଣୁନି ଶିକ୍ଷା ବିଭାଗ ।