କଟକ: ୨ ଦୁଷ୍କର୍ମକାରୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ। ଏହା ସହ ଦୁଇ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଆଦେଶ ମଧ୍ୟ ଦେଇଛନ୍ତି।
ଏହି ଅଭିଯୁକ୍ତ ଦୁଇ ହେଲେ ମନୋଜ କୁମାର କାଣ୍ଡି, ଭୁବନାନନ୍ଦ ବେହେରା। ସୂଚନାଯୋଗ୍ୟ, ୨୦୨୧ ମସିହା ଜାନୁୟାରୀରେ ଏହି ଘଟଣା ଘଟିଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସାଲେପୁର ଥାନାରେ ହୋଇଥିଲା ଅଭିଯୋଗ।
ଆହୁରି ପଢ଼ନ୍ତୁ: ଜୁଆ ଆଡ୍ଡାରେ ବିନିକା ପୋଲିସର ଚଢାଉ, ଗିରଫ ୪ କୋର୍ଟ ଚାଲାଣ