ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନକୁ ବିରୋଧ କରି ପଦରୁ ଇସ୍ତଫା ଦେଲେ ବାର ଆସୋସିଏସନର ଉପ ସଭାପତି
27/10/2018 at 5:08 PM

କଟକ ୨୭/୧୦ : ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆସନ୍ତା ୩୦ ତାରିଖ ଯାଏଁ ଆନ୍ଦୋଳନ ଚାଲିବ ବୋଲି ଓକିଲ ସଂଘ ଗତକାଲି ସୂଚନା ଦେଇଥିଲେ | ଆଜି ବାର ଆସୋସିଏସନର ଉପ ସଭାପତି ଏଭଳି ମନମୁଖୀ ଘୋଷଣାକୁ ବିରୋଧ କରି ପଦବୀରୁ ଇସ୍ତଫା ଦେଇଛନ୍ତି | ବିଜେଡି ଲିଗାଲ ଫଣ୍ଟ ଆନ୍ଦୋଳନକୁ ସମର୍ଥନ ଜଣାଇବା ନାହିଁ ବୋଲି କହିଛନ୍ତି | ବିଜେଡି ଲିଗାଲ ଫଣ୍ଟ ସହିତ ସାମିଲ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେବେ | ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ରାଜନୀତିର ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ |
Related Posts
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023