AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

କଟକରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ାଉ; ଗାଡି ସହ ମଦ ଜବତ, ୪ ଗିରଫ

2/10/2018 at 3:56 PM

କଟକ ୨/୧୦ : ଗାନ୍ଧିଜୟନ୍ତୀ ଅବସରରେ କଟକ ଫ୍ଲାଇଙ୍କ ସ୍କ୍ବାର୍ଡ ପକ୍ଷରୁ ଚୋରା ମଦ କାରବାରକୁ ନେଇ ହୋଇଛି ସ୍ପେଶାଲ ଡ୍ରାଇଭ | ଏହି ଡ୍ରାଇଭରେ କଟକ ବାଦାମବାଡି, ଲିଙ୍କରୋଡ, ଟାଙ୍ଗୀ ଓ ନଖରା ଅଞ୍ଚଳରୁ ୪୦୦ ବୋତଲ ବିଦେଶୀ ମଦ ଓ ୫୦ ଲିଟର ଦେଶୀ ମଦ ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ | ଏଥି ସହ ମଦକାରବାର କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି | ଅଭିଯୁକ୍ତଙ୍କ ଠାରୁ ଗୋଟିଏ ହୋଣ୍ଡା ସିଟି କାର ଓ ୨ ଟି ଆକ୍ଟିଭା ଗାଡି ମଧ୍ୟ ଜବତ କରିଛି କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ |

   Related Posts