କଟକରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ାଉ; ଗାଡି ସହ ମଦ ଜବତ, ୪ ଗିରଫ
2/10/2018 at 3:56 PM

କଟକ ୨/୧୦ : ଗାନ୍ଧିଜୟନ୍ତୀ ଅବସରରେ କଟକ ଫ୍ଲାଇଙ୍କ ସ୍କ୍ବାର୍ଡ ପକ୍ଷରୁ ଚୋରା ମଦ କାରବାରକୁ ନେଇ ହୋଇଛି ସ୍ପେଶାଲ ଡ୍ରାଇଭ | ଏହି ଡ୍ରାଇଭରେ କଟକ ବାଦାମବାଡି, ଲିଙ୍କରୋଡ, ଟାଙ୍ଗୀ ଓ ନଖରା ଅଞ୍ଚଳରୁ ୪୦୦ ବୋତଲ ବିଦେଶୀ ମଦ ଓ ୫୦ ଲିଟର ଦେଶୀ ମଦ ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ | ଏଥି ସହ ମଦକାରବାର କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି | ଅଭିଯୁକ୍ତଙ୍କ ଠାରୁ ଗୋଟିଏ ହୋଣ୍ଡା ସିଟି କାର ଓ ୨ ଟି ଆକ୍ଟିଭା ଗାଡି ମଧ୍ୟ ଜବତ କରିଛି କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ |
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023