କେମିତି ରୋକିହେବ ସାଇବର ଅପରାଧ, ଶୁଣନ୍ତୁ କ’ଣ କହୁଛନ୍ତି କଟକ ଡିସିପି
4/07/2022 at 11:00 AM

କଟକ ୦୪।୦୭ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ। ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତେବେ ଜନ ସାଧାରଣ କିଭଳି ସାଇବର ଠକଙ୍କ କବଳରୁ ରକ୍ଷା ପାଇବେ ସେ ନେଇ ଅଧିକ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଆସନ୍ତୁ ଶୁଣିବା କଣ କହୁଛନ୍ତି କଟକ ଡିସିପି…
Related Posts
ପିଥିଣ୍ଡା ଗ୍ରାମରେ ଡାଇରିଆ ଆତଙ୍କ, ୨୨ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
10 August 2022