ରାଉରକେଲା ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ, ହକି ବିଶ୍ୱକପ୍ ନେଇ କରିବେ ସମୀକ୍ଷା
19/12/2022 at 10:12 AM

ରାଉରକେଲା ୧୯/୧୨: ରାଉରକେଲା ଗସ୍ତରେ ଆସୁଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସୁଛନ୍ତି , ଫାଇବ ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି ।
ସକାଳ ସାଢେ଼ ଦଶଟା ରେ ସ୍ବତନ୍ତ୍ର ବିମାନରେ ରାଉରକେଲା ବିମାନ ବନ୍ଦର ରେ ଅବତରଣ କରିବା ପରେ ସିଧା ଦେଶର ବୃହତ୍ତମ ହକି ଷ୍ଟାଡିୟମ୍ ଯେଉଁ ଷ୍ଟାଡିୟମ୍ ରେ ଖେଳାଯିବ ପୁରୁଷ ହକି ବିଶ୍ଵକପ ପରିଦର୍ଶନ କରିବା ସହ ପୁରୁଷ ହକି ବିଶ୍ଵକପ କୁ ନେଇ ବରିଷ୍ଟ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯକ୍ରମ ରହିଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023