scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଳୀ ପୂଜାର ଆକର୍ଷଣର ଟେଡି ମ୍ୟାନ, ନାଚ ଗୀତ ସହ ଶ୍ରଦ୍ଧାଳୁଙ୍କୁ କରୁଛି ଆକର୍ଷିତ

15/11/2023 at 3:05 PM

ଭଦ୍ରକ ୧୫/୧୧: ଭଦ୍ରକ କାଳୀପୂଜାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି । ରାଜ୍ୟ ବାହାରୁ ବହୁ ମନୋରଞ୍ଜନ ପାଇଁ ବହୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ବିଭିନ୍ନ ଦୋକାନ ଖୋଲିଛି । ଅନେକ କଳାକାର ନିଜ ନିଜ କଲା ପ୍ରଦର୍ଶନ କରିଛନ୍ତି । ମେଳାରେ ଟେଡି ମ୍ୟାନ ଶ୍ରଦ୍ଧାଳୁ ଙ୍କୁ ଆକର୍ଷିତ କରୁଛି ।

ଟେଡି ମ୍ୟାନ ଭିନ୍ନ ଭିନ୍ନ ଗୀତରେ ନାଚୁଥିବା ବେଳେ ଶ୍ରଦ୍ଧାଳୁ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉଛି । ଅନେକ ଲୋକେ ସେଲ୍ଫି ନେଉଥିବା ଦେଖିବା ପାଇଁ ମିଳୁଛି ।

ସୂଚନା ଥାଉକି, ଭଦ୍ରକରେ ଜମୁଛି କାଳୀପୂଜା । ଗତ କିଛିଦିନ ଧରି ଲାଗିରହିଛି ଉତ୍ସବର ମାହୋଲ । ମାଆଙ୍କ ଦର୍ଶନ ସହ ମେଳାରେ ଲାଗିଛି ଦର୍ଶକଙ୍କ ଗହଳି । ବିଶେଷକରି ମୀନାବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ।

   Related Posts