oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ଧାନ ସଂଗ୍ରହ

24/12/2020 at 1:41 PM

ଭଦ୍ରକ, ୨୪୧୨:   ଭଦ୍ରକ ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାଯତରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । କେତେକ ସ୍ଥାନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରୁଛନ୍ତି ।

 ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକର ନଗୁଆଁ ପଞ୍ଚାୟତରେ ମଧ୍ୟ ଧାନ ସଂଗ୍ରହର ଶୁଭାରମ୍ଭ ହୋଇଛି । ମାଆ ଗ୍ରାମ ଦେବତୀ  ସ୍ୱୟଂସହାୟକ ଗୋଷ୍ଠୀ ଏଥର ଧାନ ସଂଗ୍ରହ କରୁଛି  । ଧାନ ପାଇଁ ପଞ୍ଚାୟତର ୧୧୪ ଜଣ ପଞ୍ଜୀକୃତ ଚାଷୀ ଅଛନ୍ତି ଓ ଆଗାମୀ ଦିନରେ ଆହୁରି  ୫୪ ଜଣ ଚାଷୀ ପଞ୍ଜୀକୃତ ହେବେ ବୋଲି ଚୟନ ହୋଇଛନ୍ତି ।

ପ୍ରଥମ ଦିନ ୧୫ ଚାଷୀ ଙ୍କଠାରୁ ଧାନ ସଂଗ୍ରହ ହୋଇଛି । ଉଦଘାଟନୀ ଅବସରରେ ଭଣ୍ଡାରୀପୋଖରୀ ବ୍ଲକ  ସିଡିପିଓ,  ମିଶନଶକ୍ତି ବିଭାଗର ସହ ସଂଯୋଜକଙ୍କ ସହ ବହୁ ଅତିଥି ଉପସ୍ଥିତ ରହିଥିଲେ ।

   Related Posts