ଜୀବନ ନେଲା ମଣିଷ ଖିଆ କୁମ୍ଭୀର, ମଇଁଷି ଚରାଉଥିବାବେଳେ ଭାସ୍କରଙ୍କୁ ଟାଣିନେଲା

ରାଜନଗର ୩୧/୦୮: ରାଜନଗରରେ ପୁଣି ମାତିଲା କୁମ୍ଭୀର । ଜୀବନ ନେଇଛି ମଣିଷ ଖିଆ କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର । ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଛି କୁମ୍ଭୀର । ଗ୍ରାମବାସୀଙ୍କ ଦ୍ବାରା ଖୋଜା ଖୋଜି ଜାରି । ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ … Continue reading ଜୀବନ ନେଲା ମଣିଷ ଖିଆ କୁମ୍ଭୀର, ମଇଁଷି ଚରାଉଥିବାବେଳେ ଭାସ୍କରଙ୍କୁ ଟାଣିନେଲା