ପୁରୀରୁ ସମ୍ୱଲପୁର କାରାଗାରକୁ ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ଅପରାଧି

Published By : Prameya-News7 Bureau | September 21, 2022 IST

ପୁରୀ ୨୧/୦୯: ଚଳିତ ବର୍ଷ ମେ ୧୨ରେ ଏନ୍ଏସଏ ବା ଜାତୀୟ ସୁରକ୍ଷା ଆଇନ୍‌ରେ ସ୍ଥାନ ପାଇଥିବା ପୁରୀ ପଥୁରିଆ ସାହିର ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶଶାଙ୍କ ଶେଖର ନାୟକ ପୁରୀ କାରାଗାରରୁ ସମ୍ବଲପୁର କାରାଗାରକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ପୁରୀ ଟାଉନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ଏକାଧିକ ସଙ୍ଗୀନ ମାମଲା ରହିଥିବାରୁ ତାଙ୍କୁ ସମ୍ୱଲପୁର ଜେଲ୍‌କୁ ପଠାଯାଇଛି ବୋଲି ପୁରୀ ପୋଲିସ  କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.