ଜଟଣୀ କୁଶମାଟିରେ ପୋଲିସ ଉପରକୁ ଗୁଳିମାଡ ; ଅଳ୍ପକେ ବର୍ତ୍ତିଲେ ପୋଲିସ ଅଧିକାରୀ
7/10/2018 at 9:49 AM

ଖୋର୍ଦ୍ଧା ୭|୧୦: ଜଟଣୀ କୁଶମାଟିରେ ପୋଲିସ ଉପରକୁ ଗୁଳିମାଡ । ଅଳ୍ପକେ ବର୍ତ୍ତିଲେ ପୋଲିସ ଅଧିକାରୀ । ଗୁଳିକରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ମହାନ୍ତି ଗିରଫ । ଏହାସହ ତା’ ସହ ଥିବା ୨ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିବା ରାକେଶକୁ ଧରିବାକୁ ଯାଇଥିବା ବେଳେ ପେ।ଲିସ ଉପରକୁ ଗୁଳିମାଡ କରିଥିଲା ରାକେଶ । ଘଟଣାସ୍ଥଳରୁ ଖୋକା ଜବତ କରିଛି ପୋଲିସ । ରାକେଶ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା ରହିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023