AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କୋରାପୁଟରେ କ୍ରାଇମବ୍ରାଞ୍ଚ ଟିମ୍, ୨୦୧୭ ମସିହା ଆକାଶ ମହୁରିଆ ମୃତ୍ୟୁ ମାମଲାର ତଦନ୍ତ

18/08/2022 at 3:45 PM

କୋରାପୁଟ ୧୮।୮: କୋରାପୁଟରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ଶରତ ସାହୁଙ୍କ ସହ ୩ ଜଣିଆ ଟିମ୍ କୋରାପୁଟରେ ପହଞ୍ଚି ତଦନ୍ତ କରୁଛନ୍ତି । ଆକାଶ ମହୁରିଆ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ତଦନ୍ତ କରୁଛନ୍ତି । ୨୦୧୭ ମସିହା ଜାନୁୟାରୀ ୩୦ ତାରିଖରୁ ଜୟପୁର ଟାଉନ ଥାନା ମାମଲାର ତଦନ୍ତ କରୁଛି । ଆକାଶ ମହୁରିଆଙ୍କୁ ପୋଲିସ ଏନକାଉଣ୍ଟର କରି ମାରିଥିବା ନେଇ ପରିବାର ଲୋକ HRPCର ଦ୍ବାରସ୍ଥ ହୋଇଥିଲେ ।

   Related Posts