କୋରାପୁଟରେ କ୍ରାଇମବ୍ରାଞ୍ଚ ଟିମ୍, ୨୦୧୭ ମସିହା ଆକାଶ ମହୁରିଆ ମୃତ୍ୟୁ ମାମଲାର ତଦନ୍ତ
18/08/2022 at 3:45 PM

କୋରାପୁଟ ୧୮।୮: କୋରାପୁଟରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ଶରତ ସାହୁଙ୍କ ସହ ୩ ଜଣିଆ ଟିମ୍ କୋରାପୁଟରେ ପହଞ୍ଚି ତଦନ୍ତ କରୁଛନ୍ତି । ଆକାଶ ମହୁରିଆ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ତଦନ୍ତ କରୁଛନ୍ତି । ୨୦୧୭ ମସିହା ଜାନୁୟାରୀ ୩୦ ତାରିଖରୁ ଜୟପୁର ଟାଉନ ଥାନା ମାମଲାର ତଦନ୍ତ କରୁଛି । ଆକାଶ ମହୁରିଆଙ୍କୁ ପୋଲିସ ଏନକାଉଣ୍ଟର କରି ମାରିଥିବା ନେଇ ପରିବାର ଲୋକ HRPCର ଦ୍ବାରସ୍ଥ ହୋଇଥିଲେ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023