ଖୋର୍ଦ୍ଧା ୮/୭: କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ପୁଣି ଜଣେ ଖଣି ମାଫିଆ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଖଣି ମାଫିଆ ନିତୁ ମାନସିଂହକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଖୋର୍ଦ୍ଧା ସଦର ପୋଲିସକୁ ଜିମା ଦେଇଛି କ୍ରାଇମବ୍ରାଞ୍ଚ । ନିକଟରେ ଖୋର୍ଦ୍ଧାରେ ଘଟିଥିବା ଗୁଳିମାଡ ଓ ବୋମାମଡ ଘଟଣା ସହ ବିଭିନ୍ନ ମାମଲାରେ ନିତୁ ମାନସିଂହର ସମ୍ପୃକ୍ତି ନେଇ ଅଭିଯୋଗ ଅଛି । ବୋଲଗଡରୁ ନିତୁର ଏକ କାର୍ ଜବତ କରାଯାଇଛି । ନିତୁର ଭାଇ ଜିତୁ ମାନସିଂହ ଫେରାର ହୋଇ ଯାଇଛି।
ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ...
![Niti ayog meeting](https://api-news7.prameyanews7.com/prameya/document/compress/2/comp_2_175_1722047736355.webp)