ଫେକ୍‌ ସିମ୍‌ କାର୍ଡ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡ ଗିରଫ

Published By : Prameya-News7 Bureau | December 07, 2023 IST

ଭୁବନେଶ୍ବର ୭।୧୨: ଫେକ୍‌ ସିମ୍‌ କାର୍ଡ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ । ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ । ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ମାଷ୍ଟରମାଇଣ୍ଡ ସମିମ୍‌ ଇସଲାମକୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣୁଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ସକ୍ରିୟ ଥିଲା ଏହି ରାକେଟ୍‌ । ଲୋକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏହି ଗ୍ୟାଙ୍ଗ୍‌ର ସଦସ୍ୟ ଲୋକଙ୍କୁ ଠକୁଥିଲେ । ବ୍ୟାଙ୍କ ଆକାଉଣ୍ଟ ଖୋଲି ଅପରାଧିକ ଟଙ୍କା କାରବାର କରୁଥିଲେ ।

You Can Read :

wp:embed {"url":"https://www.prameyanews7.com/army-personnel-killed-in-armed-attack-by-miscreants/","type":"wp-embed","providerNameSlug":"prameya-news-7"}
https://www.prameyanews7.com/army-personnel-killed-in-armed-attack-by-miscreants/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.