ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଭୁବନେଶ୍ବରର ଏଇ ବ୍ୟକ୍ତିଙ୍କ ସମ୍ପର୍କରେ ଟୁଇଟ କରି ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ, ଜାଣନ୍ତୁ କଣ

25/10/2019 at 1:21 PM

ଭୁବନେଶ୍ବର୨୫|୧୦:  ଓଡ଼ିଶାର କମଳ ଲୋଚନ ବଳିଆରସିଂହଙ୍କ ଜୀବେଦୟାଭାବକୁ ପ୍ରଶଂସା କଲେ କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଲକ୍ଷ୍ମଣ ଟ୍ୱିଟ କରି କହିଛନ୍ତି, ଭୁବନେଶ୍ୱରର କମଳ ଲୋଚନ ପ୍ରତିଦିନ ବୁଲା କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି ।

ସେ ଦେଖୁଥିବା ପ୍ରତିଟି କୁକୁର ଉଚିତ୍ ଖାଦ୍ୟ କେମିତି ପାଇବେ ତାହା ସୁନିଶ୍ଚିତ କରନ୍ତି । ତେବେ କମଳ ଲୋଚନ କୌଣସି ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ନୁହନ୍ତି । ବରଂ ଜଣେ ଜରି ଗୋଟାଳି । ଆର୍ଥିକ ଅନଟନ ଭିତରେ ରହନ୍ତି । ହେଲେ ତାଙ୍କର ନିସ୍ୱାର୍ଥପର ସେବା ମନୋଭାବ ପ୍ରଶଂସନୀୟ ।

   Related Posts