ବିଶ୍ବ କପ୍ ପାଇଁ ସଟ୍ଟା ଖେଳ ବେଳେ ପୋଲିସର ଚଢାଉ, ୨ ଗିରଫ

Published By : Prameya-News7 Bureau | June 25, 2019 IST

ରାଉରକେଲା ୨୫|୬: ସଟ୍ଟା ଖେଳ ବେଳେ ପୋଲିସର ଚଢାଉ । ନଗଦ ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ । ରାଉରକେଲା ପ୍ଲାଣ୍ଟ ସାଇଟ୍ ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ୱାର୍ଲଡ କପ୍ ପାଇଁ  ସଟ୍ଟା ଖେଳ ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ଏଥିସହ ସେମାନଙ୍କ ନିକଟରୁ ୧୬ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.