Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଣ ଦୋକାନରେ ବିସ୍ଫୋରଣ, ଜଣେ ନାବାଳକ ସମେତ ୪ ଗୁରୁତର

24/10/2022 at 5:03 PM

କାମାକ୍ଷାନଗର, ୨୪/୧୦: ଢେଙ୍କାନାଳ କାମାକ୍ଷାନଗରରେ ବାଣ ଦୋକାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଫଳରେ ଏଥିରେ ଜଣେ ନାବାଳକ ସମେତ ୪ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଥାନା ବଡସୁଆଁଳ ଗ୍ରାମରେ ଏହି ବିସ୍ଫୋରଣ ଘଟିଛି । ୩ ଜଣଙ୍କୁ ଗୁରତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

   Related Posts