ରାୟଗଡ଼ାରେ ବାଣ ବିସ୍ପୋରଣରେ ଉଡ଼ିଗଲା ଘରର ଛାତ, ଜଣେ ମହିଳା ଗୁରୁତର
1/11/2018 at 1:08 AM

ରାୟଗଡ଼ା ୩୧/୧୦: ରାୟଗଡାରେ ବାଣ ବିସ୍ଫୋରଣରେ ଉଡ଼ିଲା ଛାତ । ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପଛ ପଟେ ଏକ ଘରେ ବାଣ ତିଆରି ବେଳେ ବିସ୍ଫେ।ରଣ ଘଟିଛି । ଏଥିରେ ଜଣେ ମହିଳା ଗୁରୁତର ଆହତ ହେ।ଇଛନ୍ତି । ଆହତ ମହିଳା ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କ ନାଁ ଶେ।ଭାରାଣୀ ପଟ୍ଟନାୟକ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫେ।ରଣରେ ଘରର ଛାତ ଉଡିଯାଇଥିବା ଦେଖିବାକୁ ମିଳିଛି । ଷ୍ଟେଟ ବ୍ୟାଙ୍କ ପଛପଟେ ରେଭିନ୍ୟୁ କ୍ବାର୍ଟରରେ ସେ ରହୁଥିଲେ । ତେବେ ଦୀପାବଳି ପାଇଁ ତାଙ୍କ ପୁଅ ବାଣ ଭିଡୁଥିବା ବେଳେ ବିସ୍ଫେ।ରଣ ଘଟିଥିବା କୁହାଯାଉଛି ।
Related Posts
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023