AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ରାୟଗଡ଼ାରେ ବାଣ ବିସ୍ପୋରଣରେ ଉଡ଼ିଗଲା ଘରର ଛାତ, ଜଣେ ମହିଳା ଗୁରୁତର

1/11/2018 at 1:08 AM

ରାୟଗଡ଼ା ୩୧/୧୦: ରାୟଗଡାରେ ବାଣ ବିସ୍ଫୋରଣରେ ଉଡ଼ିଲା ଛାତ । ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପଛ ପଟେ ଏକ ଘରେ ବାଣ ତିଆରି ବେଳେ ବିସ୍ଫେ।ରଣ ଘଟିଛି । ଏଥିରେ ଜଣେ ମହିଳା ଗୁରୁତର ଆହତ ହେ।ଇଛନ୍ତି । ଆହତ ମହିଳା ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କ ନାଁ ଶେ।ଭାରାଣୀ ପଟ୍ଟନାୟକ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫେ।ରଣରେ ଘରର ଛାତ ଉଡିଯାଇଥିବା ଦେଖିବାକୁ ମିଳିଛି । ଷ୍ଟେଟ ବ୍ୟାଙ୍କ ପଛପଟେ ରେଭିନ୍ୟୁ କ୍ବାର୍ଟରରେ ସେ ରହୁଥିଲେ । ତେବେ ଦୀପାବଳି ପାଇଁ ତାଙ୍କ ପୁଅ ବାଣ ଭିଡୁଥିବା ବେଳେ ବିସ୍ଫେ।ରଣ ଘଟିଥିବା କୁହାଯାଉଛି ।

   Related Posts