ଶୋଷ ମେଣ୍ଟାଇବାକୁ ଆସିଥିଲେ, ବନ୍ୟା ପାଣିରେ ଭାସିଗଲେ ଗୋରୁ ପଲ

ବୌଦ୍ଧ ୨୫/୦୭: ତୃଷ୍ଣା ମେଣ୍ଟାଇବାକୁ ଆସି ବନ୍ୟା ପାଣିରେ ଭାସିଗଲେ ଗୋରୁ ପଲ । ହଠାତ ବନ୍ୟା ପାଣି ମାଡି ଆସିବାରୁ ମହାନଦୀ ର ବନ୍ୟା ଜଳରେ ଫସିରହିଥିଲେ । ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିଲେ ଗୋରୁ ପୋଲ । ଘଟଣା ଜଣାପଡିବା ପରେ ଧଳପୁର ଓ ଖରାସଂକୁଳାଇ ଗ୍ରାମବାସୀ ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି । ଏନେଇ ପୂର୍ବରୁ … Continue reading ଶୋଷ ମେଣ୍ଟାଇବାକୁ ଆସିଥିଲେ, ବନ୍ୟା ପାଣିରେ ଭାସିଗଲେ ଗୋରୁ ପଲ