ଭୁବନେଶ୍ବର ୮।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
wp:html/wp:html wp:htmlRegret to inform the demise of six numbers of Covid positive patients while under treatment in hospitals.
— H & FW Dept Odisha (@HFWOdisha) December 8, 2020
1.A 33-year-old female of Jharsuguda district who was also suffering from Chronic Kidney Disease & Hypertension.
2.A 56-year-old male of Khordha district.
/wp:html wp:html3.A 37-year-old female of Puri district who was also suffering from Diabetes Mellitus.
— H & FW Dept Odisha (@HFWOdisha) December 8, 2020
4.A 47-year-old male of Puri district who was also suffering from Hypertension & Diabetes Mellitus.
/wp:html wp:html5.A 55-year-old male of Sambalpur district who was also suffering from old case of Coronary Artery Disease- Percutaneous Coronary Intervention ST (2006).
— H & FW Dept Odisha (@HFWOdisha) December 8, 2020
/wp:html6.A 30-year-old male of Sundargarh district who was also suffering from Diabetes Mellitus, Acute Pancreatitis, Acute Kidney Injury & Chronic Liver Disease.
— H & FW Dept Odisha (@HFWOdisha) December 8, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୧୯୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୬୪୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ୧୭୮୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୨୧୩୧୭୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।