ଭୁବନେଶ୍ବର ୫।୧୨: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
wp:html/wp:html wp:htmlRegret to inform the demise of seven numbers of Covid positive patients while under treatment in hospitals.
— H & FW Dept Odisha (@HFWOdisha) December 7, 2020
1.A 56-year-old male of Balasore district who was also suffering from Diabetes Mellitus & Hypertension.
2.A 74-year-old male of Cuttack district.
/wp:html wp:html3.A 74-year-old male of Cuttack district who was also suffering from Diabetes Mellitus & Benign Prostatic hypertrophy.
— H & FW Dept Odisha (@HFWOdisha) December 7, 2020
/wp:html wp:html4.A 64-year-old male of Cuttack district who was also suffering from Diabetes Mellitus, Hypertension, Coronary Artery Disease & Pulmonary Arterial Hypertension.
— H & FW Dept Odisha (@HFWOdisha) December 7, 2020
5.A 59-year-old male of Jagatsinghpur district who was also suffering from Diabetes Mellitus & Hypertension.
/wp:html6.A 50-year-old male of Puri district who was also suffering from Hypertension.
— H & FW Dept Odisha (@HFWOdisha) December 7, 2020
7.A 63-year-old male of Sundargarh district who was also suffering from Diabetes Mellitus, Hypertension & Chronic Kidney Disease.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୧୫୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୯୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୫୮୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ସେହିପରି କରୋନାରେ ୧୭୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୧୮୦୯୯୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।