oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଏଣିକି ହ୍ଵାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍‌, ଘୋଷଣା କଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

8/08/2021 at 5:19 PM

ନୂଆଦିଲ୍ଲୀ ୦୮/୦୮ : ଏଣିକି ହ୍ବାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍ । କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିମାନେ ଏଣିକି ହ୍ବାଟ୍ସଆପ୍‌ ଜରିଆରେ ପାଇପାରିବେ କୋଭିଡ୍‌ ଭ୍ୟାକସିନ୍‌ ସାର୍ଟିଫିକେଟ୍ । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ । ହ୍ବାଟସ୍‌ଆପ୍‌ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍‌ କରନ୍ତୁ । ଏହା ପରେ ‘covid certificate’ ଲେଖି ପଠାନ୍ତୁ । କିଛି ସେକେଣ୍ଡ ମଧ୍ୟରୁ ଆପଣଙ୍କ ମୋବାଇଲକୁ ଏକ OTP ଆସିବ । ସେହି OTPକୁ ଦେବାର କିଛି ସେକେଣ୍ଡ ମଧ୍ୟରେ ମୋବାଇଲର ହ୍ବାଟ୍ସଆପ୍‌କୁ ଭ୍ୟାକସିନ୍‌ ନେଇଥିବା ସାର୍ଟିଫିକେଟ ଚାଲିଆସିବ ।

ପୂର୍ବରୁ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍‌ ଡାଉନଲୋଡ୍ କରିବାକୁ ପଡୁଥିଲା । ଏବେ କିନ୍ତୁ ଆହୁରି ସମଜ ହୋଇଛି ଏହି ପ୍ରକ୍ରିୟା । ମାତ୍ର ଗୋଟିଏ ମେସେଜ କଲେ ମୋବାଇଲକୁ ଆସିଯିବ ଭ୍ୟାକସିନ୍‌ ସାର୍ଟିଫିକେଟ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ଆହୁରି ସହଜ କରିଦିଆଯାଇଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

   Related Posts