Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରାଜଧାନୀରେ ବୃଦ୍ଧି ପାଉଛି କରୋନା, ସଚେତନ କରାଇଲା କମିଶନରେଟ୍‌ ପୋଲିସ୍‌

14/07/2022 at 9:57 PM

ଭୁବନେଶ୍ୱର, ୧୪।୦୭:  ପୁଣି ରାଜଧାନୀ ମାର୍କେଟରେ କମିଶନରେଟ୍‌ ପୋଲିସରେ କୋଭିଡ ସଚେତନତା । ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନତା କରାଇଲା ପୋଲିସ । ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହାତ ଧୋଇବା ଭଳି ଅନେକ ସଚେତନତା ପାଇଁ ସଜାଗ କରିଛନ୍ତି ପୋଲିସ କର୍ମଚାରୀ । ସନ୍ଧ୍ୟାବେଳେ ପିସିଆର ଭ୍ୟାନ ବୁଲି ବୁଲି ଏଭଳି କୋଭିଡ୍‌ ସଚେତନ କରିଛି । ଦିନକୁ ଦିନ କୋଭିଡ୍‌ ରୋଗୀଙ୍କ ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନେରଟ  ପୋଲିସ ଏଭଳି ଆରମ୍ଭ କରିଛି କୋରୋନା ସଚେତନତା ବାର୍ତ୍ତା । ରାଜଧାନୀର ସମସ୍ତ ମାର୍କେଟ ଅଞ୍ଚାଳରେ ଏଭଳି ସଚେତନ କରାଯାଇଛି  I

   Related Posts