oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବଦଳିଲା ନିୟମ: ଏଣିକି କରୋନା ସଂକ୍ରମିତ ହେବାର ୩ ମାସ ପରେ ଦିଆଯିବ ଟିକା, ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

22/01/2022 at 12:56 PM

ନୂଆଦିଲ୍ଲୀ ୨୨/୦୧: କରୋନା ଟିକା ସମ୍ବନ୍ଧରେ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏବେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ତିନିମାସ ପରେ କରୋନା ପାଇଁ ଟିକା ନେଇପାରିବେ । ଏହି ନିୟମ କରୋନା ଟୀକାକରଣର ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡ଼ୋଜରେ ମଧ୍ୟ ପ୍ରଯୁଜ୍ୟ ହେବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସେ, ତେବେ ରିପୋର୍ଟ ନକାରାତ୍ମକ ହେବାର ତିନି ମାସ ପରେ ତାଙ୍କୁ କରୋନା ଟିକା ରିପୋର୍ଟ ଦିଆଯିବା ଉଚିତ୍ । ଏହି ନିୟମ ସତର୍କତା ଡ଼ୋଜରେ ମଧ୍ୟ ପ୍ରଯୁଜ୍ୟ ହେବ । ବୈଜ୍ଞାନିକ ଅନୁସନ୍ଧାନକୁ ଆଧାର କରି ନିୟମକୁ ପରିବର୍ତ୍ତନ କରାଯାଇଛି ବୋଲି କେନ୍ଦ୍ର ନିଜ ଚିଠିରେ କହିଛି ।

ବାସ୍ତବରେ, ଜାନୁୟାରୀ ୩ ରୁ ୧୫ ରୁ ୧୮ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଦିଆଯାଉଛି । ଏଥି ସହ, ଜାନୁଆରୀ ୧୦ରୁ ବରିଷ୍ଠ ଏବଂ ଆଗଧାଡିର ଯୋଦ୍ଧାଙ୍କ ପାଇଁ ଏକ ସତର୍କତାମୂଳକ ବା ପ୍ରିକସନ ଡୋଜ ଆରମ୍ଭ କରାଯାଇଛି । ତେବେ ଏବେ ଏହି ନିୟମରେ ବଡ ପରିବର୍ତ୍ତନ କରାଯାଇଛି ।

   Related Posts