AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟଙ୍କା ସହ ସୁନା ଗହଣା ଲୁଟ୍‌ ମାମଲା, ୩ ଡକାୟତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍‌

22/08/2022 at 10:40 PM

ଖୋର୍ଦ୍ଧା,୨୨/୦୮: ୨୦୧୫ ମସିହାରେ ଟାଙ୍ଗୀ ଥାନା ଚଣ୍ଡେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ୬୦ ହଜାର ଟଙ୍କା ସହ ସୁନାଗହଣା ଲୁଟ୍ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ୩ ଜଣ ଡକାୟତଙ୍କୁ ୧୦ ବର୍ଷ ଜେଲ୍ ସହ ଜଣକୁ ୧୪ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଲେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଦୌରା ଜଜ୍ ।

   Related Posts