ଟଙ୍କା ସହ ସୁନା ଗହଣା ଲୁଟ୍ ମାମଲା, ୩ ଡକାୟତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍
22/08/2022 at 10:40 PM
ଖୋର୍ଦ୍ଧା,୨୨/୦୮: ୨୦୧୫ ମସିହାରେ ଟାଙ୍ଗୀ ଥାନା ଚଣ୍ଡେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ୬୦ ହଜାର ଟଙ୍କା ସହ ସୁନାଗହଣା ଲୁଟ୍ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ୩ ଜଣ ଡକାୟତଙ୍କୁ ୧୦ ବର୍ଷ ଜେଲ୍ ସହ ଜଣକୁ ୧୪ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଲେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଦୌରା ଜଜ୍ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023