ଅଟୋ ଉପରେ ଚଢିଗଲା ବସ୍, ଦମ୍ପତ୍ତି ମୃତ
19/02/2020 at 8:21 AM

ବୌଦ୍ଧ ୧୯।୨: ବୌଦ୍ଧ ଥାନା ଚମ୍ପାପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ଉପରେ ଚଢିଗଲା ବସ୍। ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବଲାସିଙ୍ଗା ଗାଁର ତ୍ରୈଲୋକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ । ମଙ୍ଗଳବାର ଦିନ ଦୁର୍ଘଟଣା ଘଟିଛି । ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023