Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତଙ୍କ କବଳରୁ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର

25/04/2023 at 4:32 PM

ବଡ଼ବିଲ ୨୫/୦୪: ଯୋଡ଼ା ମ୍ୟୁନିସିପାଲିଟି ୩ ନଂ ୱାର୍ଡ କାଉନସିଲର ରଶ୍ମିତା ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ । ପଥରରେ ମୁଣ୍ଡକୁ ଛେଚି ଆକ୍ରମଣ ସୂଚନା । ଗୁରୁତର ଅବସ୍ଥାରେ ରଶ୍ମିତା ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି । ଯୋଡ଼ା ହୁଡ଼ି ସାହିରେ ଘଟିଛି ଘଟଣା ।

ସ୍ୱାମୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ଦୃବୃର୍ତ୍ତଙ୍କ ଆକ୍ରମଣ ଉଦ୍ୟମ ବେଳେ ବାଧା ଦେବାକୁ ଯାଇ ହେଲେ ଆକ୍ରମଣର ଶିକାର । ଘଟଣାରେ ୪/୫ ଜଣ ଦୃବୃର୍ତ୍ତ ସାମିଲ । ଘଟଣାକୁ ନେଇ ଯୋଡ଼ା ପୋଲିସର ଛାନଭିନ । ଆକ୍ରମଣ ପଛର କାରଣ ଅସ୍ପଷ୍ଟ ।

   Related Posts