ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ

9/07/2022 at 2:17 PM

ବରଗଡ ୯।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବନବାସପାଲିରୁ ପୋଲିସ ବିପୁଳ ପରିମାଣର କଫ୍ ସିରପ୍ ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ବନବାସପାଲିର ଦୟା ସାଗର ବାଗ ବୋଲି ପୋଲିସ ସୂଚନା ଦେଇଛି ।  ସଦର ପୋଲିସ ଅଭିଯୁକ୍ତଠାରୁ ୭୩୦ ବୋତଲ କଫ୍ ସିରପ୍ ଜବତ କରିଛି ।  ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଛାୟତଙ୍କ ନେତୃତ୍ବରେ ସଦର ଥାନା ପୋଲିସ ଚଢାଉରେ ସାମିଲ ଥିଲେ ।

ଏ ନେଇ ସଦର ପୋଲିସ କେଶ ନମ୍ବର ୨୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଆଗକୁ ଯେପରି ଜିଲ୍ଲାରେ ନିଶା କାରବାର ବନ୍ଦ ରହିବ ସେନେଇ ବ୍ୟାପକ ଭାବେ ଚେକିଂ କରିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ବରଗଡ ଏସଡିପିଓ ଦୀପକ ଗୋଛାୟତ ସୂଚନା ଦେଇଛନ୍ତି ।

   Related Posts