Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପାଟଣାଗଡରୁ ୨୬୭ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

16/03/2023 at 5:42 PM

ପାଟଣାଗଡ ୧୬।୩: ପାଟଣାଗଡ କଫ୍ ସିରପ୍ର ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢଉ କରି ପୋଲିସ ଓ ଅବକାରୀ ବିଭାଗ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି । ପାଟଣାଗଡ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଁ ତମିଆ ଗାଁ ହନୁମାନ ମନ୍ଦିର ଛକରେ ଜଣେ ଯୁବକ ଧଳାରଙ୍ଗର ଜରିବସ୍ତା ଧରି କାହାକୁ ଅପେକ୍ଷା କରିଥିବା ସମୟରେ ଚଢାଉ କରିଥିଲା । ତାଠାରୁ ୨୬୭ ବୋତଲ କଫ୍ ସିରପ୍ ଜବତ କରିଥିଲା । ତଦନ୍ତ ପରେ ଜଣା ପଡିଥିଲା ଯେ, ତମିଆଁ ଗାଁର ସୁମିତ ରଣା କଫ୍ ସିରପ୍‌ର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଆସାମୀକୁ କୋର୍ଟ ଚାଲାଣ କରି ମୁଖ୍ୟ ଆସାମୀକୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି । 

   Related Posts