ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ସଂକ୍ରମିତ, ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
18/08/2020 at 10:31 AM

ଭୁବନେଶ୍ୱର ୧୮।୮: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୬ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬ ଜଣ, ବାଲେଶ୍ବର ଜିଲ୍ଲାରୁ ୧୩୦ ଜଣ, ବରଗଡ ଜିଲ୍ଲାରୁ ୫୧ ଜଣ, ଭଦ୍ରକ ଜିଲ୍ଲାରୁ ୭୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୬ ଜଣ, ବୌଦ୍ଧ ଜିଲ୍ଲାରୁ ୫୩ ଜଣ, କଟକ ଜିଲ୍ଲାରୁ ୧୧୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୬ ଜଣ, ଗଜପତି ଜିଲ୍ଲାରୁ ୪୨ ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ, ଯାଜପୁର ଜିଲ୍ଲାରୁ ୭୫ ଜଣ, ଝାରୁସୁଗୁଡ଼ା ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୯୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୧୯ ଜଣ, କୋରାପୁଟ ଜିଲ୍ଲାରୁ ୯୧ ଜଣ, ମାଲକାନଗିରି ଜିଲ୍ଲାରୁ ୫୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ ଜଣ, ନୟାଗଡ ଜିଲ୍ଲାରୁ ୧୪୭ ଜଣ, ନୂଆପଡ଼ା ଜିଲ୍ଲାରୁ ୮ ଜଣ, ପୁରୀ ଜିଲ୍ଲାରୁ ୪୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୦ ଜଣ, ସମ୍ବଲପୁର ଜିଲ୍ଲାରୁ ୫୩ ଜଣ, ସୋନପୁର ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୪ ଜଣ ରହିଛନ୍ତି ।
Covid-19 Report For 17th August
— I & PR Department, Odisha (@IPR_Odisha) August 18, 2020
New Positives Cases: 2239
In quarantine: 1416
Local contacts: 823
(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 130
3. Bargarh: 51
4. Bhadrak: 73
5. Balangir: 66
6. Boudh: 53
— I & PR Department, Odisha (@IPR_Odisha) August 18, 2020
7. Cuttack: 117
8. Dhenkanal: 36
9. Gajapati: 42
10. Ganjam: 246
11. Jagatsinghpur: 26
12. Jajpur: 75
13. Jharsuguda: 13
14. Kalahandi: 21
15. Kandhamal: 90
16. Kendrapada: 7
17. Keonjhar: 72
18. Khurda: 419
19. Koraput: 91
20. Malkangiri: 55
21. Mayurbhanj: 80
22. Nawarangpur: 14
— I & PR Department, Odisha (@IPR_Odisha) August 18, 2020
23. Nayagarh: 147
24. Nuapada: 8
25. Puri: 40
26. Rayagada: 120
27. Sambalpur: 53
28. Sonepur: 24
29. Sundargarh: 64
New Recoveries: 1503
Cumulative Tested: 1009454
Positive: 64533
Recovered: 43779
Active Cases: 20339
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୪୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୦୩୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୭୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୦୯୪୫୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।