ବାହାନଗା ଦେଇ ପାସ୍ କଲା କରମଣ୍ଡଳ ଟ୍ରେନ୍, ଚେନ୍ନାଇରୁ ଯାଉଛି ଶାଲିମାର୍
ବାଲେଶ୍ୱର ୦୬।୦୬ : ବାହାନଗାରେ ଗଡିଲା କରମଣ୍ଡଳ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ଦେଇ ପାସ୍ କଲା କରମଣ୍ଡଳ ଟ୍ରେନ୍ । ଚେନ୍ନାଇରୁ ବାହାରି ଶାଲିମାର ଯାଉଛି କରମଣ୍ଡଳ ଟ୍ରେନ୍ । ଏହି ସମୟରେ ଟ୍ରେନ୍ର ଗତି ଖୁବ୍ କମ ଥିଲା । ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ସଂଧ୍ୟା ସମୟରେ କରମଣ୍ଡଳ ସହ ତିନୋଟି ଟ୍ରେନ୍ର ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏବେ … Continue reading ବାହାନଗା ଦେଇ ପାସ୍ କଲା କରମଣ୍ଡଳ ଟ୍ରେନ୍, ଚେନ୍ନାଇରୁ ଯାଉଛି ଶାଲିମାର୍
Copy and paste this URL into your WordPress site to embed
Copy and paste this code into your site to embed