ଭାରତ ବିରୋଧରେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ଟ୍ଵିଟ୍‌କୁ ନେଇ ହଙ୍ଗମା

ମୁମ୍ଵାଇ ୦୯।୦୬: ପାକିସ୍ତାନୀ ରାଜନେତା ତଥା ସାମରିକ ଅଧିକାରୀଙ୍କ ପରି ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ ଭାରତକୁ ସମାଲୋଚନା କରନ୍ତି। ପାକିସ୍ତାନୀ ଅଭିନେତ୍ରୀ ସେହର ସିନ୍ୱାରୀ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତ ବିରୋଧରେ ନା ନା କମେଣ୍ଟ କରନ୍ତି। ହେଲେ ଏଥର ସେହର ଏପରି କିଛି ଲେଖିଛନ୍ତି । ଯାହାକୁ ନେଇ ଭାରତୀୟମାନେ ରାଗିକି ବର୍ଷିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି ଯେ ଭାରତରେ ଇସଲାମିକ ଶାସନ ଆସିବ।  ‘ଇନଶାଲ୍ଲା, ଭାରତ ଖୁବ୍ ଶୀଘ୍ର ଏକ … Continue reading ଭାରତ ବିରୋଧରେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ଟ୍ଵିଟ୍‌କୁ ନେଇ ହଙ୍ଗମା