ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କୁ ମାଡ ଘଟଣା : ଜଣେ ଠିକାଦାର ଗିରଫ

ଉଦଳା ୯।୬: ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆସିଷ୍ଟାଣ୍ଡ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଠିକାଦାର ମାଡ଼ ମାରିବା ଘଟଣାରେ ଏବେ ବିବାଦ ଘନାଇବାରେ ଲାଗିଛି । ଗୁରୁବାର ଉଦଳା ବ୍ଲକ ଏଇଇଙ୍କୁ କିଛି ଠିକାଦାର ବିଲ୍ ପାସ୍ କରିବାରେ ବିଳମ୍ବ କରିବା କାରଣରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଡ଼ ମାରିବା ସହିତ ଠେଲାପେଲା କରିଥିଲେ । ଏହି ଘଟଣାର ସମାଧାନ କରିବେ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେବା ସହିତ ଉତ୍ତ୍ୟକ୍ତ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ । ହେଲେ କୌଣସି … Continue reading ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କୁ ମାଡ ଘଟଣା : ଜଣେ ଠିକାଦାର ଗିରଫ