ଭଣ୍ଡାରିପୋଖରୀର ୨ଟି ପଞ୍ଚାୟତରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହୃତ
4/05/2020 at 8:49 AM

ଭଦ୍ରକ ୦୪।୦୫: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପ୍ରତ୍ୟାହୃତ କରାଯାଇଛି । ଏହି ଦୁଇ ପଞ୍ଚାୟତ ରୁ ଦୁଇଟି ପଜିଟିଭ ବାହାରିଥିବାରୁ ତେସିଙ୍ଗା ଓ ରହଣିଆ ପଞ୍ଚାୟତକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଗତ ଏପ୍ରିଲ ୨୦ ତାରିଖରେ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।ତେବେ ପର୍ଯ୍ୟାୟକ୍ରମେ ଦୁଇଟି ଜୋନାର ସ୍ଥିତିର ଅନୁଧ୍ୟାନ କରି କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023