suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଣ୍ଡାରିପୋଖରୀର ୨ଟି ପଞ୍ଚାୟତରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହୃତ

4/05/2020 at 8:49 AM

ଭଦ୍ରକ ୦୪।୦୫: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପ୍ରତ୍ୟାହୃତ କରାଯାଇଛି । ଏହି ଦୁଇ ପଞ୍ଚାୟତ ରୁ ଦୁଇଟି ପଜିଟିଭ ବାହାରିଥିବାରୁ ତେସିଙ୍ଗା ଓ ରହଣିଆ ପଞ୍ଚାୟତକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଗତ ଏପ୍ରିଲ ୨୦ ତାରିଖରେ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।ତେବେ ପର୍ଯ୍ୟାୟକ୍ରମେ ଦୁଇଟି ଜୋନାର ସ୍ଥିତିର ଅନୁଧ୍ୟାନ କରି କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

   Related Posts