ସାଇକେଲ୍କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ
18/03/2023 at 11:36 AM

ପାଟଣା ୧୮।୩: ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ନିକଟରେ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା ।

ସୂନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ନିକଟରେ ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ମୃତକ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ । ରଘୁନାଥ ସାଇକେଲ ଯୋଗେ ଥାନାକୁ ଯାଉଥିବା ସମୟରେ ତାଙ୍କୁ ଟ୍ରକ୍ ଧକ୍କା ଦେଇଥିଲା । ରଘୁନାଥଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି l
Related Posts
ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ : ୫୦ରୁ ଅଧିକ ଆହତ, ୪ ଗୁରୁତର
21 March 2023