AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ହଜିଗଲା କନେଷ୍ଟବଳଙ୍କ ଏ କେ-୪୭

15/10/2018 at 3:43 PM

ଢେଙ୍କାନାଳ ୧୫/୧୦ : ଓଡିଶା ପୋଲିସଙ୍କ ଖାମଖିଆଲ ମନୋଭାବ ଯୋଗୁଁ ହଜିଗଲା କନେଷ୍ଟବଳଙ୍କ ଏ କେ-୪୭ | ଗତ ୧୩ ତାରିଖରୁ ହାଇଦ୍ରାବାଦରୁ ୬ଟି ବଡ କଣ୍ଟେନରରୁ ଇଭିଏମ ମେସିନ ଆସୁଥିଲା | ରାତି ପାଖାପାଖି ୨ଟା ବେଳେ କଣ୍ଟେନର ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳଙ୍କ ଏ କେ-୪୭ ତାଙ୍କ ପାଖରେ ନଥିଲା | କନେଷ୍ଟବଳ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପୋଲିସରେ କାର୍ଯ୍ୟରତ ଅଭିମନ୍ୟୁ ସାହୁ | ଏନେଇ ବିଜୟନଗରମ ଥାନା ଭଗପୁରମରେ ଏତଲା ଦିଆଯାଇଛି | ପୋଲିସ ଅଭିମନ୍ୟୁକୁ ଅଟକ ରଖି ପଚରାଉଚୁରା କରୁଛି | ଏନେଇ ଢେଙ୍କାନାଳ ଏସପିଙ୍କ ସହ ବିଜୟନଗରମ ଏସପି କଥା ହୋଇଛନ୍ତି |
ଘଟଣା ସମ୍ପର୍କରେ କନେଷ୍ଟବଳ ଅଭିମନ୍ୟୁଙ୍କ ବାପା କହିଲେ ଏଭିଏମ ମେସିନ ନେଇକି ଆସିବା ବାଟରେ ତାଙ୍କ ବ୍ୟାଗ ଚୋରି ଵୋଇଯାଇଥିଲା | ତେବେ ଥାନାରେ ପୋଲିସ ତାଙ୍କ ପୁଅକୁ ରଖି ମାନସିକ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି |

   Related Posts