ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ୍‌ର ପ୍ରସ୍ତୁତି; ଘୋଷଣା କରିବ ନିର୍ବାଚନି କମିଟି

Published By : Prameya-News7 Bureau | October 04, 2022 IST

କଟକ/ଭଦ୍ରକ ୦୪I୧୦: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବା ମଙ୍ଗଳବାର କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରିବ।ଏହି କମିଟି ଧାମନଗର ଗସ୍ତ କରି ସମ୍ଭାବ୍ୟ ପ୍ରାର୍ଥୀମାନଙ୍କର ଜିତିବା ସମ୍ଭାବନା ଆକଳନ କରି ପିସିସିକୁ ନାଁ ସୁପାରିଶ କରିବ। ଜିତିବାର ସମ୍ଭାବନା ହିଁ ପ୍ରାର୍ଥୀ ଚୟନର ମୁଖ୍ୟ ଆଧାର ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଆଜି ପିସିସି ସଭାପତି କଟକ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.