suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

20/05/2018 at 12:18 PM

ଫୋକସରେ ୨୦୧୯ | ଜୟପୁର,ବଲାଙ୍ଗୀର ପରେ କେନ୍ଦ୍ରାପଡାରେ କଂଗ୍ରେସ କରିଛି ଶକ୍ତି ପ୍ରଦର୍ଶନ | ଡୁହୁରିଆ ଛକ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ବିଶାଳ ବାଇକ ରାଲି ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି ଦଳୀୟ କର୍ମୀ | ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ମାତ ଦେବାଲାଗି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ |

Leave a Reply

   Related Posts