ବିମୁଦ୍ରୀକରଣକୁ ପୂରିଛି ଦୁଇ ବର୍ଷ ; ଆରବିଆଇ ସମ୍ମୁଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
9/11/2018 at 2:55 PM

ଭୁବନେଶ୍ବର ୯|୧୧: ବିମୁଦ୍ରୀକରଣକୁ ଦୁଇ ବର୍ଷ ପୁରିଥିବାବେଳେ ସାରା ଦେଶରେ କଳା ଦିବସ ପାଳୁଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିମୁଦ୍ରିକରଣ ପାଇଁ ବେକାରୀ ସମସ୍ୟା ବଢିଛି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଭିତ୍ତିଭୂମୀ ନିର୍ମାଣ କରିବା ପାଇଁ ପ୍ରତ୍ୟେକ୍ଷଭାବେ ପୁଞ୍ଜିର ଅଭାବ ଦେଖାଦେଇଛି । ବିଶେଷକରି ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଜନସାଧାରଣ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାର ପ୍ରତିବାଦ କଂଗ୍ରେସ ଆରବିଆଇ ସମ୍ମୁଖରେ ଧାରଣା ଏ ବିକ୍ଷୋଭ ପ୍ରଦର୍ଶନ କରୁଛି ।
Related Posts
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023