AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବିମୁଦ୍ରୀକରଣକୁ ପୂରିଛି ଦୁଇ ବର୍ଷ ; ଆରବିଆଇ ସମ୍ମୁଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

9/11/2018 at 2:55 PM

ଭୁବନେଶ୍ବର ୯|୧୧: ବିମୁଦ୍ରୀକରଣକୁ ଦୁଇ ବର୍ଷ ପୁରିଥିବାବେଳେ ସାରା ଦେଶରେ କଳା ଦିବସ ପାଳୁଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିମୁଦ୍ରିକରଣ ପାଇଁ ବେକାରୀ ସମସ୍ୟା ବଢିଛି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଭିତ୍ତିଭୂମୀ ନିର୍ମାଣ କରିବା ପାଇଁ ପ୍ରତ୍ୟେକ୍ଷଭାବେ ପୁଞ୍ଜିର ଅଭାବ ଦେଖାଦେଇଛି । ବିଶେଷକରି ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଜନସାଧାରଣ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାର ପ୍ରତିବାଦ କଂଗ୍ରେସ ଆରବିଆଇ ସମ୍ମୁଖରେ ଧାରଣା ଏ ବିକ୍ଷୋଭ ପ୍ରଦର୍ଶନ କରୁଛି ।

   Related Posts