vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପେଟ୍ରୋଲ ଦ୍ୱାରା ବୃଦ୍ଧିକୁ ବିରୋଧ କରି ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସର ବିକ୍ଷୋଭ

25/05/2018 at 2:08 PM

ନିଇତି ବଢ଼ି ଚାଲିଛି ତେଲ ଦର । ଲଗାତାର ୧୨ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ । ଆଜି ପେଟ୍ରୋଲ୍ ଦାମରେ ଲିଟର ପିଛା ସର୍ବାଧିକ ୩୬ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢିଛି ସର୍ବାଧିକ ୨୪ ପଇସା । ପେଟ୍ରୋଲ ପାଇଁ ମୁମ୍ବାଇ ଟପରେ ଥିବା ବେଳେ ଡିଜେଲରେ ଟପ୍‌ରେ ଅଛି ଭୁବନେଶ୍ବର ।

Leave a Reply

   Related Posts