ପେଟ୍ରୋଲ ଦ୍ୱାରା ବୃଦ୍ଧିକୁ ବିରୋଧ କରି ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସର ବିକ୍ଷୋଭ
25/05/2018 at 2:08 PM

ନିଇତି ବଢ଼ି ଚାଲିଛି ତେଲ ଦର । ଲଗାତାର ୧୨ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ । ଆଜି ପେଟ୍ରୋଲ୍ ଦାମରେ ଲିଟର ପିଛା ସର୍ବାଧିକ ୩୬ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢିଛି ସର୍ବାଧିକ ୨୪ ପଇସା । ପେଟ୍ରୋଲ ପାଇଁ ମୁମ୍ବାଇ ଟପରେ ଥିବା ବେଳେ ଡିଜେଲରେ ଟପ୍ରେ ଅଛି ଭୁବନେଶ୍ବର ।
Related Posts
ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା
6 July 2022