ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବକୁ ବିରୋଧ କରି ଧାରଣାରେ କଂଗ୍ରେସ ନେତା
17/05/2018 at 6:44 AM

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସାମ୍ବିଧାନୀକ କହି ଆସୁଥିବା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବକୁ ବିରୋଧ କରି କର୍ଣ୍ଣାଟକ ବିଧାନସଭା ପରିସରରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ସବହ ବହୁ ବରିଷ୍ଠ ନେତା ଧାରଣାରେ ସାମିଲ ହୋଇଛନ୍ତି ।